BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ Ex 7.3

Odisha State Board BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ Ex 7.3 Textbook Exercise Questions and Answers.

BSE Odisha Class 7 Maths Solutions Chapter 7 ତ୍ରିଭୁଜର ଧର୍ମ Ex 7.3

Question 1.
ନିମ୍ନ ଚିତ୍ର ତିନୋଟିରୁ x, y ଓ z ର ମାନ ନିର୍ଣ୍ଣୟ କର ।
[ଏକ ତ୍ରିଭୁଜର କୋଣ ତିନୋଟିର ପରିମାଣର ସମଷ୍ଟି 180° ।]
BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ Ex 7.3 Q.1
ସମାଧାନ:
ଚିତ୍ର – 1 ରେ x + 65° + 35° = 180°
⇒ x + 100° = 180°
⇒ x = 180° – 100° = 80°

BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ Ex 7.3 Q.2
ସମାଧାନ:
ଚିତ୍ର – 2 ରେ x = y (ସମଦ୍ବିବାହୁ ତ୍ରିଭୁଜ)
ପୁନଶ୍ଚ x + y + 110° = 180°
⇒ x + x = 180° – 110° = 70°
⇒ 2x = 70°
⇒ x = \(\frac{70°}{2}\) = 35°
∴ x = y = 35°

BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ Ex 7.3 Q.3
ସମାଧାନ:
ଚିତ୍ର – 3 ରେ x = y = z (ସମଦ୍ବିବାହୁ ତ୍ରିଭୁଜ)
x + y + z = 180°
⇒ x + x + x = 180°
⇒ 3x = 180°
⇒ x = \(\frac{180°}{3}\) = 60°
∴  x = y = z = 60°

BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ Ex 7.3

Question 2.
Δ ABC ରେ m∠A = m∠B + m∠C ହେଲେ, m∠A ନିର୍ଣ୍ଣୟ କର ।
ସମାଧାନ:
Δ ABC ରେ m∠A = m∠B + m∠C
m∠A + m∠A = m∠A + m∠B + m∠C (ଉଭୟ ପାର୍ଶ୍ଵ m∠A ଯୋଗ କରାଯାଇଛି ।)
⇒ 2m∠A = 180°
⇒ m∠A = \(\frac{180°}{2}\) = 90°
∴ Δ ABCର m∠A = 90° ।

Leave a Comment