BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a)

Odisha State Board BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a)

Question 1.
ନିମ୍ନସ୍ଥ ସଂଖ୍ୟାଗୁଡ଼ିକର ଯୋଗାତ୍ମକ ବିଲୋମୀ ନିର୍ଣ୍ଣୟ କର ।
(i) \(\frac{2}{8}\)
(ii) \(-\frac{5}{9}\)
(iii) \(\frac{-6}{-5}\)
(iv) \(\frac{2}{-9}\)
(v) \(\frac{19}{-6}\)
ସମାଧାନ :
(i) \(\frac{2}{8}\)ର ଯୋଗାତ୍ମକ ବିଲୋମୀ \(-\frac{2}{8}\)
(ii) \(-\frac{5}{9}\)ର ଯୋଗାତ୍ମକ ବିଲୋମୀ \(+\frac{5}{9}\)
(iii) \(\frac{-6}{-5}\)ର ଯୋଗାତ୍ମକ ବିଲୋମୀ \(\frac{-6}{5}\)
(iv) \(\frac{2}{-9}\)ର ଯୋଗାତ୍ମକ ବିଲୋମୀ \(+\frac{2}{9}\)
(v) \(\frac{19}{-6}\) ର ଯୋଗାତ୍ମକ ବିଲୋମୀ \(\frac{19}{6}\)

Question 2.
ନିମ୍ନସ୍ଥ ସଂଖ୍ୟାମାନଙ୍କର ଗୁଣନାତ୍ମକ ବିଲୋମୀ ନିର୍ଣ୍ଣୟ କର ।
(i) -13
(ii) \(\frac{13}{19}\)
(iii) \(\frac{1}{5}\)
(iv) \(\frac{-5}{8}\) × \(\frac{-3}{7}\)
(v) -1 × \(\frac{-2}{5}\)
(vi) -1
ସମାଧାନ :
(i) -13 ର ଗୁଣନାତ୍ମକ ବିଲୋମୀ \(-\frac{1}{13}\) ।
(ii) \(\frac{13}{19}\)ର ଗୁଣନାତ୍ମକ ବିଲୋମୀ \(\frac{19}{13}\) ।
(iii) \(\frac{1}{5}\)ର ଗୁଣନାତ୍ମକ ବିଲୋମୀ 5 ।
(iv) \(\frac{-5}{8}\) × \(\frac{-3}{7}\) ବା \(-\frac{15}{56}\)ର ଗୁଣନାତ୍ମକ ବିଲୋମୀ \(-\frac{8}{5}\) × \(-\frac{7}{3}\) ବା \(\frac{56}{15}\) ।
(v) (-1) × \(\frac{-2}{5}\) ବା \(\frac{2}{5}\) ର ଗୁଣନାତ୍ମକ ବିଲୋମୀ \(\frac{5}{2}\)
(vi) -1ର ଗୁଣନାତ୍ମକ ବିଲୋମୀ – 1 ।

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a)

Question 3.
ନିମ୍ନସ୍ଥ ଉତ୍ତିଗୁଡ଼ିକରେ କେଉଁ ନିୟମ ବ୍ୟବହାର କରାଯାଇଛି ଲେଖ ।
(i) \(-\frac{4}{5} \times 1=1 \times \frac{-4}{5}=-\frac{4}{5}\)
(ii) \(-\frac{13}{17} \times \frac{-2}{7}=\frac{-2}{7} \times-\frac{13}{17}\)
(iii) \(-\frac{19}{29} \times \frac{29}{-19}=1\)
(iv) \(\frac{1}{3} \times\left(6 \times \frac{4}{3}\right)=\left(\frac{1}{3} \times 6\right) \times \frac{4}{3}\)
ସମାଧାନ :
(i) ଗୁଣନର ଅଭେଦ ନିୟମ
(ii) ଗୁଣନର କ୍ରମବିନିମୟୀ ନିୟମ
(iii) ଗୁଣନର ବିଲୋମୀ ନିୟମ
(iv) ଗୁଣନର ସହଯୋଗୀ ନିୟମ

Question 4.
\(\frac{6}{13}\) କୁ \(-\frac{7}{16}\) ର ବ୍ୟୁତ୍‌କ୍ରମ ସହିତ ଗୁଣଫଳ ନିଶ୍ଚୟ କର ।
ସମାଧାନ :
\(-\frac{7}{16}\) ର ବ୍ୟୁତ୍‌କ୍ରମ = \(-\frac{16}{7}\)
∴ \(\frac{6}{13}\) ଓ \(-\frac{7}{16}\)ର ଗୁଣଫଳ = \(\frac{6}{13}\) × \(-\frac{7}{16}\) = \(\frac{-96}{91}\)

Question 5.
\(\frac{8}{9}\), \(1 \frac{1}{8}\)ର ବ୍ୟୁତ୍‌କ୍ରମ ହେବ କି ? ଯଦି ନୁହେଁ ତେବେ କାହିଁକି ?
ସମାଧାନ :
\(\frac{8}{9}\)ର ବ୍ୟୁତ୍‌କ୍ରମ \(\frac{9}{8}\) ବା \(1 \frac{1}{8}\)। ତେଣୁ \(\frac{8}{9}\) ର ବ୍ୟୁତ୍‌କ୍ରମ l \(1 \frac{1}{8}\)ହେବ ।

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a)

Question 6.
0.3, \(3 \frac{1}{3}\)ର ବ୍ୟୁତ୍‌କ୍ରମ ହେବ କି ? ଯଦି ନୁହେଁ ତେବେ କାହିଁକି ?
ସମାଧାନ :
0.3 = \(\frac{3}{10}\) ଓ \(3 \frac{1}{3}=\frac{3}{10}\), \(\frac{3}{10} \times \frac{10}{3}=1\)
∴ 0.3, \(3 \frac{1}{3}\) ର ବ୍ୟକ୍ରମ ହେବ ।

Question 7.
ଉତ୍ତର ଦିଅ ।
(i) ଏକ ପରିମେୟ ସଂଖ୍ୟା ଯାହାର ବ୍ୟତ୍‌କ୍ରମ ନାହିଁ ।
ସମାଧାନ :
0 ଏକ ପରିମେୟ ସଂଖ୍ୟା, ଯାହାର ବ୍ୟତ୍‌କ୍ରମ ନାହିଁ ।

(ii) ଏକ ପରିମେୟ ସଂଖ୍ୟା, ଯାହାର ବ୍ୟତ୍‌କ୍ରମ ସେହି ସଂଖ୍ୟା ସହ ସମାନ ।
ସମାଧାନ :
ଏକ ପରିମେୟ ସଂଖ୍ୟା, ଯାହାର ବ୍ୟତ୍‌କ୍ରମ ସଂଖ୍ୟା ସହ ସମାନ ।

(iii) ଏକ ପରିମେୟ ସଂଖ୍ୟା, ଯାହା ସେହି ସଂଖ୍ୟାର ଯୋଗାତ୍ମକ ବିଲୋମୀ ସଙ୍ଗେ ସମାନ ।
ସମାଧାନ :
ଏକ ପରିମେୟ ସଂଖ୍ୟା, ଯାହାର ଯୋଗାତ୍ମକ ବିଲୋମୀ ସେହି ସଂଖ୍ୟା ।

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a)

Question 8.
ଶୂନ୍ୟସ୍ଥାନ ପୂରଣ କର ।
(i) ଶୂନର ବ୍ୟକ୍ରମ …………….।
(ii) ……………. ଓ ……………. ସଂଖ୍ୟାମାନେ ନିଜ ନିଜର ବ୍ୟୁତ୍‌କ୍ରମ ।
(iii) -5 ର ବ୍ୟକ୍ରମ ……………. ।
(iv) \(\frac{1}{x}\) (x = 0)ର ବ୍ୟୁତ୍‌କ୍ରମ ……………. ।
(v) ଯେ କୌଣସି ଦୁଇଟି ପରିମେୟ ସଂଖ୍ୟାର ଗୁଣଫଳ ଏକ ……………. ।
(vi) ଏକ ଋଣାତ୍ମକ ପରିମେୟ ସଂଖ୍ୟାର ବ୍ୟତ୍‌କ୍ରମ ଏକ ବିଭିନ୍ନ ସଂଖ୍ୟା ସେଟ୍ ମଧ୍ୟରେ ସମ୍ପର୍କ ……………. ।
ସମାଧାନ :
(i) ନାହିଁ
(ii) 1 ଓ -1
(iii) \(-\frac{1}{5}\)
(iv) x
(v) ପରି ମେୟ
(vi) ଋଣାତ୍ମକ ପରି ମେୟ ସଂଖ୍ୟା ।

Leave a Comment