BSE Odisha 7th Class Maths Solutions Chapter 3 ମୌଳିକ ଜ୍ୟାମିତିକ ଚିତ୍ର Ex 3.1

Odisha State Board BSE Odisha 7th Class Maths Solutions Chapter 3 ମୌଳିକ ଜ୍ୟାମିତିକ ଚିତ୍ର Ex 3.1 Textbook Exercise Questions and Answers.

BSE Odisha Class 7 Maths Solutions Chapter 3 ମୌଳିକ ଜ୍ୟାମିତିକ ଚିତ୍ର Ex 3.1

Question 1.
ନିମ୍ନରେ 6 ଗୋଟି କୋଣର ଚିତ୍ର ଓ ସେଗୁଡ଼ିକର ପରିମାଣ ଦର୍ଶାଯାଇଛି । ସେମାନଙ୍କ ମଧ୍ୟରେ ଥ‌ିବା ପରସ୍ପର ଅନୁପୂରକ କୋଣ ଯୋଡ଼ିଗୁଡ଼ିକୁ ଚିହ୍ନଟ କର ଓ ସେଗୁଡ଼ିକର ନାମ ଲେଖ ।
BSE Odisha 7th Class Maths Solutions Chapter 3 ମୌଳିକ ଜ୍ୟାମିତିକ ଚିତ୍ର Ex 3.1
ସମାଧାନ:
(କ) ଓ (ଘ) ଚିତ୍ର, (ଖ) ଓ (ଙ) ଚିତ୍ର, (ଗ) ଓ (ଚ) ଚିତ୍ର ପରସ୍ପର ଅନୁପୂରକ କୌଣ । 
କୋଣଦ୍ୱୟର ପରିମାଣର ସମଷ୍ଟି ୨୦° ହେଲେ କୋଣଦ୍ଵୟ ପରସ୍ପର ଅନୁପୂରକ ଅଟନ୍ତି ।

Question 2.
ନିମ୍ନରେ 6 ଗୋଟି କୋଣର ଚିତ୍ର ଓ ସେଗୁଡ଼ିକର ପରିମାଣ ଦର୍ଶାଯାଇଛି । ସେମାନଙ୍କ ମଧ୍ୟରେ ଥ‌ିବା ପରସ୍ପର ପରିପୂରକ କୋଣ ଯୋଡ଼ିଗୁଡ଼ିକୁ ଚିହ୍ନଟ କର ଓ ସେଗୁଡ଼ିକର ନାମ ଲେଖ ।
BSE Odisha 7th Class Maths Solutions Chapter 3 ମୌଳିକ ଜ୍ୟାମିତିକ ଚିତ୍ର Ex 3.1 1
ସମାଧାନ:
(ଛ) ଓ (ଟ) ଚିତ୍ର,(ଜି) ଓ (ଞ) ଚିତ୍ର, (ଝ) ଓ (୦) ଚିତ୍ର ପରସ୍ପର ପରିପୂରକ କୋଣ । 
କୋଣଦ୍ୱୟର ପରିମାଣର ସମଷ୍ଟି 180° ହେଲେ କୋଣଦ୍ଵୟ ପରସ୍ପର ପରିପୂରକ ଅଟନ୍ତି

Question 3.
ନିମ୍ନରେ ଦିଆଯାଇଥ‌ିବା ଡ଼ିଗ୍ରୀ ପରିମାଣ ବିଶିଷ୍ଟ କୋଣମାନଙ୍କର ଅନୁପୂରକ କୋଣର ପରିମାଣ ଲେଖ । 

(କ) 40° 
ସମାଧାନ:
40° ର ଅନୁପୂରକ କୋଣର ପରିମାଣ = 90° – 40° = 50°

(ଖ) 70° 
ସମାଧାନ:
70° ର ଅନୁପୂରକ କୋଣର ପରିମାଣ = 90° – 70° = 20°

(ଗ) 85°
ସମାଧାନ:
85° ର ଅନୁପୂରକ କୋଣର ପରିମାଣ  = 90° – 85° = 5°

BSE Odisha 7th Class Maths Solutions Chapter 3 ମୌଳିକ ଜ୍ୟାମିତିକ ଚିତ୍ର Ex 3.1

Question 4.
ନିମ୍ନରେ ଦିଆଯାଇଥ‌ିବା ଡ଼ିଗ୍ରୀ ପରିମାଣ ବିଶିଷ୍ଟ କୋଣମାନଙ୍କର ପରିପୂରକ କୋଣର ପରିମାଣ ଲେଖ ।

(କ) 3
ସମାଧାନ:
30° ର ପରିପୂରକ କୋଣର ପରିମାଣ = 180° – 30° = 150°

(ଖ) 90°
ସମାଧାନ:
90° ର ପରିପୂରକ କୋଣର ପରିମାଣ = 180° – 90° = 90°

(ଗ) 11
ସମାଧାନ:
110 ର ପରିପୂରକ କୋଣର ପରିମାଣ = 180° – 110° = 70°

Question 5. 
ନିମ୍ନସ୍ଥ ପ୍ରତ୍ୟେକ ଚିତ୍ରରେ ଥିବା ପରସ୍ପର ସନ୍ନିହିତ କୋଣ ଯୋଡ଼ିମାନଙ୍କର ନାମ ଲେଖ । କେଉଁ ଚିତ୍ରରେ ଥ‌ିବା କୋଣ ଦୁଇଟି ପରସ୍ପର ସନ୍ନିହିତ ନୁହନ୍ତି ?
BSE Odisha 7th Class Maths Solutions Chapter 3 ମୌଳିକ ଜ୍ୟାମିତିକ ଚିତ୍ର Ex 3.1 2
ସମାଧାନ:
∠1 ଓ ∠2, ∠3 ଓ ∠4, ∠5 ଓ 26 ପରସ୍ପର ସନ୍ନିହିତ ନୁହନ୍ତି ।
∠7 ଓ ∠8 ଏବଂ ∠9 ଓ ∠10 ପରସ୍ପର ସନ୍ନିହିତ ନୁହନ୍ତି ।

Question 6. 
ପାର୍ଶ୍ୱସ୍ଥ ଚିତ୍ରରେ ଥିବା ପରସ୍ପର ସନ୍ନିହିତ କୋଣ ଯୋଡ଼ି ମାନଙ୍କର ନାମ ଲେଖ।
ସୂଚନା : ଏଠାରେ ତିନି ଯୋଡ଼ା ପରସ୍ପର ସନ୍ନିହିତ କୋଣ ରହିଛି । ପାଇବାକୁ ଚେଷ୍ଟା କର।
BSE Odisha 7th Class Maths Solutions Chapter 3 ମୌଳିକ ଜ୍ୟାମିତିକ ଚିତ୍ର Ex 3.1 3
ସମାଧାନ:
∠AOB ଓ ∠AOC, ∠AOB ଓ ∠BOC, ∠BOC ଓ ∠AOC ପରସ୍ପର ସନ୍ନିହିତ କୋଣ ।

Leave a Comment