Odisha State Board BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.6 Textbook Exercise Questions and Answers.
BSE Odisha Class 6 Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.6
Question 1.
A͞B ରେଖାଖଣ୍ଡ ଅଙ୍କନ କର। ଏହାର ଉପରେ X ନାମକ ବିନ୍ଦୁ ନିଅ। X ବିନ୍ଦୁଠାରେ A͞B ରେଖାଖଣ୍ଡ ପ୍ରତି ଲମ୍ବ ଅଙ୍କନ କର (କେବଳ କମ୍ପାସ୍ ଓ ସ୍କେଲ୍ ବ୍ୟବହାର କର)।
ସମାଧାନ:
Question 2.
X͞Y ରେଖାଖଣ୍ଡ ଅଙ୍କନ କର । ଏହାର ଉପରେ ନ ଥିବା A ବିନ୍ଦୁ ନିଅ। A ବିନ୍ଦୁରୁ X͞Y ପ୍ରତି ଲମ୍ବ ଅଙ୍କନ କରିବାର ସୋପାନଗୁଡ଼ିକୁ
ଲେଖ ।
ସମାଧାନ:
ସୋପାନ:
(i) \(\overrightarrow{\mathrm{XY}}\) ରେଖାଖଣ୍ଡ ଅଙ୍କନ କର ।
(ii) A ବିନ୍ଦୁ ନିଅ, ଯାହା \(\overrightarrow{\mathrm{XY}}\) ଉପରେ ଅବସ୍ଥିତ ହୋଇ ନଥିବ ।
(iii) A କୁ କେନ୍ଦ୍ର ବିନ୍ଦୁଭାବେ ନେଇ ଏପରି ଏକ ଚାପ ଅଙ୍କନ କର, ଯାହା \(\overrightarrow{\mathrm{XY}}\) କୁ P ଓ Q ନାମକ ଦୁଇଟି ବିନ୍ଦୁରେ ଛେଦ କରିବ ।
(iv) ବ୍ୟାସାର୍ଦ୍ଧ ନ ବଦଳାଇ P ଓ Q ବିନ୍ଦୁକୁ କେନ୍ଦ୍ର ଭାବେ ନେଇ ଦୁଇଟି ଚାପ ଅଙ୍କନ କର ଯେପରି ସେମାନେ ପରସ୍ପରକୁ C ବିନ୍ଦୁରେ ଛେଦ କରିବେ ।
(v) ଏବେ A͞C କୁ ଯୋଗ କର । A͞C ⊥ \(\overrightarrow{\mathrm{XY}}\) ।
Question 3.
P͞Q ରେଖାଖଣ୍ଡ ଅଙ୍କନ କର । ଏହା ଉପରେ S ବିନ୍ଦୁ ନିଅ | S ବିନ୍ଦୁଠାରେ P͞Q ପ୍ରତି ଲମ୍ବ ଅଙ୍କନ କର । ଏବେ P͞S ଓ Q͞S ର ଦୈର୍ଘ୍ୟ ମାପ ।
ସମାଧାନ:
Question 4.
9 ସେ.ମି. ଦୈର୍ଘ୍ୟର ଏକ ରେଖାଖଣ୍ଡ ଅଙ୍କନ କର । ଏହାର ନାମ A͞B ଦିଅ। A͞B ଉପରେ ଅବସ୍ଥିତ ନ ଥୁବା S ବିନ୍ଦୁ ନେଇ S ବିନ୍ଦୁରୁ A͞B ପ୍ରତି ଲମ୍ବ ଅଙ୍କନ କର।
ସମାଧାନ: