Go through 6th Class Science Book Odia Medium Question Answer and Class 6 Science Chapter 7 Question Answer Odia Medium ତାପମାତ୍ରା ଏବଂ ଏହାର ମାପ to understand textbook questions more clearly.
6th Class Science Chapter 7 Question Answer Odia Medium
Class 6 Science Chapter 7 Odia Medium
ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା
ପାଖାପାଖ୍
Question 1.
ଜଣେ ସୁସ୍ଥ ମଣି ଷର ସାଧାରଣ ତାପମାତ୍ରା |
(କ) 98.6° C
(ଖ) 37.0° C
(ଗ) 32.0° C
(ଘ) 27.0 C
Answer:
(ଖ) 37.0° C
Question 2.
37° ସେଲସିୟସ ତାପମାତ୍ରା = ______
(କ) 97.4° F
(ଖ) 97.6° F
(ଗ) 98.4° F
(ଘ) 98.0° F
Answer:
(ଘ) 98.0° F
![]()
Question 3.
ଖାଲି ସ୍ଥାନଗୁଡ଼ିକ ପୂରଣ କର :
(କ) ଏକ ବସ୍ତର ଉଷ୍ମତା ବା ଥଣ୍ଡାପଣ ତାହାର ______ ଦ୍ଵାରା ନିର୍ଦ୍ଧାରଣ କରାଯାଏ ।
(ଖ) ବ ର ଫ – ପାଣି ରତାପମାତ୍ରା । ______ ଥର୍ମୋମିଟର ଦ୍ଵାରା ମାପ କରାଯାଇପାରିବ ନାହିଁ ।
(ଗ) ତାପମାତ୍ରାର ଏକକ ହେଉଛି ______
Answer:
(କ) ତାପମାତ୍ରା
(ଖ) ଜ୍ଵର-ମାପକ ଥର୍ମୋମିଟର (କ୍ଲିନିକାଲ ଥର୍ମୋମିଟର)
(ଗ) ସେଲସିୟସ
Question 4.
ବିଜ୍ଞାନାଗାର ଥର୍ମୋମିଟରର ପରିସର ସାଧାରଣତଃ ______ ହୋଇଥାଏ ।
(କ) 10°C ରୁ 100 C
(ଖ) −10°C ରୁ 110 C
(ଗ) 32°C ରୁ 45 C
(ଖ) 35°C ରୁ 42 C
Answer:
(ଖ) −10°C ରୁ 110 C
Question 5.
ଚିତ୍ରରେ ଦର୍ଶାଯାଇଥିବା ଭଳି ଜଳର ତାପମାତ୍ରା ମାପିବା ପାଇଁ 4 ଜଣ ଶିକ୍ଷାର୍ଥୀ ଏକ ବିଜ୍ଞାନାଗାର

ଥର୍ମୋମିଟର ବ୍ୟବହାର କରିଥିଲେ: ତାପମାତ୍ରା ମାପିବା ପାଇଁ କିଏ ଠିକ୍ ଉପାୟ ଅବଲମ୍ବନ କରିଛି ବୋଲି ତୁମେ ଭାବୁଛ ?
(କ) ଛାତ୍ର 1
(ଗ) ଛାତ୍ର 3
(ଖ) ଛାତ୍ର 2
(ଘ) ଛାତ୍ର 4
Answer:
(ଖ) ଛାତ୍ର 2
![]()
Question 6.
ନିମ୍ନଲିଖତ ତାପମାତ୍ରା ଦେଖାଇବା ପାଇଁ ଥର୍ମୋମିଟର (ଚିତ୍ର)ରେ ଲାଲ ରଙ୍ଗ ଦିଅ । (ପ୍ରଶ୍ନ ସହ ଉତ୍ତର)

Answer:

Question 7.
ଚିତ୍ରରେ ଦର୍ଶାଯାଇଥିବା ଥର୍ମୋମିଟରର ଅଂଶକୁ ନିରୀକ୍ଷଣ କର ଏବଂ ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ :

(କ) ଏହା କେଉଁ ପ୍ରକାରର ଥର୍ମୋମିଟର ?
(ଖ) ଥର୍ମୋମିଟରର ପାଠ୍ୟଙ୍କ କେତେ ସୂଚାଇଛି ?
(ଗ) ଏହି ଥର୍ମୋମିଟର ମାପିପାରୁଥିବା ସର୍ବନିମ୍ନ ତାପମାତ୍ରା କେତେ ?
Answer:
(କ) ଏହା ଏକ ବିଜ୍ଞାନାଗାର ଥର୍ମୋମିଟର ।
(ଖ) ଥର୍ମୋମିଟରର ପାଠ୍ୟଙ୍କ 26° C
(ଗ) ଏହି ଥର୍ମୋମିଟର ମାପିପାରୁଥିବା ସର୍ବନିମ୍ନ ତାପମାତ୍ରା –10° C
![]()
Question 9.
ବୈଷ୍ଣବୀ ଅସୁସ୍ଥ ଥିବାରୁ ସ୍କୁଲ ଯାଇନାହିଁ । ସାରଣୀ ଅନୁଯାୟୀ ତାଙ୍କ ମା’ ତିନି ଦିନ ଧରି ତାଙ୍କ ଶରୀରର ତାପମାତ୍ରା ଲେଖୁ ରଖୁଛନ୍ତି ।

(କ) ବୈଷ୍ଣବୀଙ୍କ ସର୍ବୋଚ୍ଚ ତାପମାତ୍ରା କେତେ ଥିଲା ?
(ଖ) କେଉଁ ଦିନ ଓ କେଉଁ ସମୟରେ ବୈଷ୍ଣବୀଙ୍କ ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ କରାଯାଇଥିଲା ?
(ଗ) କେଉଁ ଦିନ ବୈଷ୍ଣବୀଙ୍କ ତାପମାତ୍ରା ସ୍ଵାଭାବି କ ହୋଇଥିଲା ?
Answer:
(କ) ବୈଷ୍ଣବୀଙ୍କ ସର୍ବୋଚ୍ଚ ତାପମାତ୍ରା 40.0°C ଥ୍ଲା
(ଖ) ପ୍ରଥମ ଦିନ ସନ୍ଧ୍ୟା ୭ଟା ସମୟରେ ବୈଷ୍ଣବୀଙ୍କ ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ କରାଯାଇଥିଲା ।
(ଗ) ତୃତୀୟ ଦିନ ବୈଷ୍ଣବୀଙ୍କ ତାପମାତ୍ରା ସ୍ଵାଭାବିକ ହୋଇଥିଲା ।
![]()
Question 10.
ଯଦି ତୁମକୁ ତାପମାତ୍ରା। 22.5° ସେଲ ସି ୟସ ମାପିବାକୁ ପଡ଼ିବ, ତେବେ ତୁମେ ନିମ୍ନଲି ଖୂ ତ ତିନୋଟି ଥର୍ମୋମିଟର ମଧ୍ୟରୁ କେଉଁଟି ବ୍ୟବହାର କରିବ ବୁଝାଅ ।

ଚିତ୍ର : ତିନୋଟି ଥର୍ମୋମିଟର
Answer:
ଥର୍ମୋମିଟର (ଖ) ଟି ବ୍ୟବହାର କରିବୁ । କାରଣ ଏହାର ପ୍ରତି 1°C ପାଇଁ 2ଟି (ଛୋଟ ବଡ଼) ଘର ବ୍ୟବହାର କରାଯାଇଛି ।
Question 11.
ଚିତ୍ରରେ ଥର୍ମୋମିଟର ଦ୍ଵାରା ଦର୍ଶାଯାଇଥ୍ ବ ତାପମାତ୍ରା ହେଉଛି

(କ) 28.0°C
(ଗ) 26.5°C
(ଖ) 27.5°C
(ଘ) 25.3°C
Answer:
(ଖ) 27.5°C
![]()
Question 12.
ଏକ ବିଜ୍ଞାନାଗାର ଥର୍ମୋମିଟରରେ ( ସେଲସିୟସ୍ ରୁ 100° ସେଲସିୟସ୍ ମଧ୍ୟରେ 50 ଟି ବିଭାଗ ରହିଥାଏ । ଏହି ଥର୍ମୋମିଟରର ପ୍ରତ୍ୟେକ ଭାଗ କ’ଣ ମାପ କରେ ?
Question 13.
ଏକ ଥର୍ମୋମିଟରର ସ୍କୁଲ ଅଙ୍କନ କର ଯେଉଁଥରେ ସର୍ବନିମ୍ନ ଭାଗର ପାଠ୍ୟଙ୍କ 0.5 ଡ୍ରଗୀ ସେଲସିୟସ ହୋଇଥବ । ତୁମେ କେବଳ 10°C ରୁ 20°C ମଧ୍ୟରେ ଥିବା ଭାଗକୁ ଅଙ୍କନ କରିପାରିବ ।
Answer:
ଛାତ୍ରଛାତ୍ରୀମାନେ ନିଜେ ଅଙ୍କନ କରିବେ ।
Question 14.
କେହି ଜଣେ ତୁମକୁ କହୁଛନ୍ତି ଯେ ତାଙ୍କୁ 101 ଡିଗ୍ରୀ ଜ୍ଵର ହୋଇଛି । ଏହା କେଉଁ ସ୍କୁଲ – ସେଲସିୟସ୍/ ଫାରେନ୍ହୀଙ୍କୁ ବୁଝାଉଛି ?
Answer:
101 ଡିଗ୍ରୀ ଜ୍ଵର ହୋଇଛି ଅର୍ଥାତ୍ ଏହା ଫାରେନ୍ହୀଙ୍କୁ ବୁଝାଉଛି ।
ଅଧ୍ବକ ଶିଖ୍
ଇଣ୍ଟରନେଟ୍ରୁ ବିଲେଇ, କୁକୁର, ଘୋଡ଼ା, ଓଟ, ଗାଈ ଓ ମଇଁଷି ଭଳି ଜୀବଜନ୍ତୁଙ୍କ ଶରୀରର ତାପମାତ୍ରା କିପରି ମାପ କରାଯାଏ ସେ ବିଷୟରେ ତଥ୍ୟ ସଂଗ୍ରହ କର । ଆଖପାଖ ଅଞ୍ଚଳରେ ଥିବା ପ୍ରାଣୀ ଚିକିତ୍ସାଳୟରୁ ପଶୁମାନଙ୍କ ତାପମାତ୍ରା ମାପ ।
ଭାରତର କେଉଁ କେଉଁ ସ୍ଥାନକୁ ସାଧାରଣତଃ ସବୁଠାରୁ ଥଣ୍ଡା ଓ ଗରମ ସ୍ଥାନ ବୋଲି ବିବେଚନା କରାଯାଏ । ଏହି ସବୁ ସ୍ଥାନରେ ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ କର ।
ଆମ ସୌରମଣ୍ଡଳର ବିଭିନ୍ନ ଗ୍ରହ ସୂର୍ଯ୍ୟଠାରୁ ଭିନ୍ନ ଭିନ୍ନ ଦୂରତାରେ ଅଛନ୍ତି । ଇଣ୍ଟରନେଟ୍ରୁ ସୂର୍ଯ୍ୟଠାରୁ ଗ୍ରହଗୁଡ଼ିକର ଦୂରତା ଓ ପ୍ରତି ଗ୍ରହର ତାପମାତ୍ରାକୁ ନେଇ ଏକ ସାରଣୀ ପ୍ରସ୍ତୁତ କରି । ସୂର୍ଯ୍ୟର କେନ୍ଦ୍ରସ୍ଥଳରେ ତାପମାତ୍ରା 15 ନିୟୁତ ଡିଗ୍ରୀ କୌଣସି ସୀମା ନାହିଁ । ବୈଜ୍ଞାନିକ ମତ ଅନୁଯାୟୀ -273.15°C (0 କେଲଭିନ୍) ଅଟେ ଏବଂ
ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଥାଏ । ସର୍ବୋଚ୍ଚ ତାପମାତ୍ରାର ସର୍ବନିମ୍ନ ତାପମାତ୍ରାର ଏକ ସୀମା ରହିଛି । ଏହା ପାଖାପାଖୁ ଏହାକୁ ପରମ ଶୂନ୍ୟ କୁହାଯାଏ ।
![]()
ଶୂନ୍ୟସ୍ଥାନ ପୂରଣ କର ।
(i) ଗୋଟିଏ ବସ୍ତୁର ______ ଅବସ୍ଥା ଏହାର ତାପମାତ୍ରାକୁ ସୂଚାଇଥାଏ ।
Answer:
ତାପୀୟ
(ii) ______ ଯନ୍ତ୍ର ସାହାଯ୍ୟରେ ତାପମାତ୍ରା ମାପ କରାଯାଇଥାଏ ।
Answer:
ତାପମାନ ଯନ୍ତ୍ର ବା ଥର୍ମୋମିଟର
(iii) ବିକିରଣ ଉପାୟରେ ତାପ ସଂଚରଣ ପାଇଁ କୌଣସି ______ ଦରକାର ହୁଏ ନାହିଁ ।
Answer:
ମାଧ୍ୟମ
(iv) ଗାଢ଼ ରଙ୍ଗର ପୋଷାକ ହାଲ୍କା ରଙ୍ଗର ପୋଷାକ ତୁଳନାରେ _____ ତାପ ଅବଶୋଷଣ କରିପାରେ ।
Answer:
ଅଧ୍ଵକ
(v) ଗୋଟିଏ ଷ୍ଟିଲ ଚାମଚ ଗରମ ପାଣିରେ ବୁଡ଼ାଇଲେ ଉଭୟଙ୍କ ତାପମାତ୍ରା _______ ହେଲାଯାଏଁ ତାପ ପାଣିରୁ ଚାମଚକୁ ପ୍ରବାହିତ ହେବ ।
Answer:
ସମାନ
(vi) ମଣିଷ ଦେହର ସାଧାରଣ ତାପମାତ୍ରା ________ ।
Answer:
37° C ବା 98.4° F
![]()
(vii) ଗାଢ଼ ରଙ୍ଗର ପୋଷାକ ________ ଋତୁରେ ପିନ୍ଧାଯାଏ ।
Answer:
ଶୀତ
(viii) ଏକ ଥର୍ମୋମିଟର ପରିସର _______ ଅଟେ ।
Answer:
10° C ବା 110° C
(ix) ଦୂର ତାପମାନ ଯନ୍ତ୍ରର ପରାସ _____ ଅଟେ ।
Answer:
35° Cରୁ 42°
(x) ପଦାର୍ଥରେ ଥିବା ଅଣୁଗୁଡ଼ିକର ଗତିର ବେଗ ବଢ଼ିଲେ ପଦାର୍ଥର ଉଷ୍ଣତା ______ ।
Answer:
ବଢ଼େ
(xi) ତାପମାନ ଯନ୍ତ୍ରର ପ୍ରାନ୍ତରେ ଥିବା ବଲ୍______ ରେ ପୂର୍ଣ୍ଣ ଅଟେ ।
Answer:
ପାରଦ
(xii) ______ ଏକ ତରଳ ଧାତୁ ଅଟେ ।
Answer:
ପାରଦ
(xiii) ବାୟୁରେ _______ ପ୍ରକ୍ରିୟାରେ ତାପ ସଞ୍ଚରିତ ହୋଇଥାଏ ।
Answer:
ପରିଚଳନ
![]()
(xiv) ପାରଦରେ ତାପ ସଞ୍ଚରଣ ______ ପ୍ରକ୍ରି ୟାରେ ହୋଇଥାଏ ।
Answer:
ପରିବହନ
ବାମପାର୍ଶ୍ଵର ସମ୍ପର୍କଦ୍ଵୟକୁ ଦେଖୁ ଦକ୍ଷିଣ ପାର୍ଶ୍ବର ଶୂନ୍ୟସ୍ଥାନ ପୂରଣ କର ।
(i) ସେଲ୍ସିୟସ୍ ସ୍କେଲ୍ : °C :: ଫାରେନ୍ହାଇଟ୍ ସ୍କେଲ୍ : ______
Answer:
°F
(ii) °C ସ୍କେଲର ଦୁଇପ୍ରାନ୍ତର ମାପାଙ୍କ : 35 ଓ 42 :: °F ସ୍କେଲର ଦୁଇମାପାଙ୍କ : _______
Answer:
94 ଓ 108
(iii) ପାରଦ : ତାପ ପରିବହନ :: ସମୁଦ୍ର ସମୀର : ________
Answer:
ତାପ ପରିଚଳନ
(iv) ପାରଦ : ତାପ ସୁପରିବାହୀ :: କାଠ : ________
Answer:
ତାପ କୁପରିବାହୀ
(v) ତରଳ ଓ ଗ୍ୟାସୀୟ ପଦାର୍ଥରେ ତାପ ସଂଚରଣ : ପରିଚଳନ :: ବିନା ମାଧ୍ୟମରେ ତାପ ସଂଚରଣ : ________
Answer:
ବିକିରଣ
(vi) ପାର ଦର ସ୍ଫୁ ଟନାଙ୍କ : 357°C :: ପାର ଦର ହିମାଙ୍କ : ________
Answer:
−39°C
![]()
(vii) ଜ୍ଵର ତାପମାନ ଯନ୍ତ୍ରର ପରାସ : 35°C ରୁ 42°C :: ପରୀକ୍ଷାଗାର ତାପମାନ ଯନ୍ତ୍ରର ପରାସ : _______
Answer:
−10°C ରୁ 110°
(viii) ଧାତୁ : ସୁପରିବାହୀ :: ରବର : ________
Answer:
କୁପରିବାହୀ
(ix) ତରଳ : ପରିଚଳନ :: ବିନା ମାଧ୍ୟମ : _______
Answer:
ବିକିରଣ
(x) ଜ୍ଵର ତାପମାନ ଯନ୍ତ୍ର : 35°C – 42°C :: ପରୀକ୍ଷାଗାର ତାପମାନ ଯନ୍ତ୍ର : ________
Answer:
-10°C 110°C
(xi) ଗ୍ରୀଷ୍ମଋତୁ : ହାଲ୍କା ରଙ୍ଗର ପୋଷାକ :: ଶୀତଋତୁ : _________
Answer:
ଗାଢ଼ ରଙ୍ଗର ପୋଷାକ
(xii) ପାରଦ : ପରିବହନ :: ବରଫ : ________
Answer:
ପରିଚଳନ
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଜ୍ଵର ତାପମାନ ଯନ୍ତ୍ରର ଦୈର୍ଘ୍ୟ ପ୍ରାୟ, ______ ସେ.ମି. ।
(10, 20, 30, 40)
Answer:
10
![]()
(ii) _______ ଯନ୍ତ୍ରରେ ପାରଦକୁ ତାପମାତ୍ରା ମାପକ ପଦାର୍ଥ ରୂପରେ ବ୍ୟବହାର କରାଯାଏ ନାହିଁ ।
(ଜ୍ୱର ତାପମାନ, ପରୀକ୍ଷାଗାର ତାପମାନ, ଡିଜିଟାଲ୍ ତାପମାନ, କୌଣସିଟି ନୁହେଁ)
Answer:
ଡିଜିଟାଲ୍ ତାପମାନ
(iii) କଠିନ ପଦାର୍ଥ ମଧ୍ଯରେ ______ ପ୍ରଣାଳୀରେ ତାପ ସଂଚରଣ ହୁଏ ।
(ପରିବହନ, ପରିଚଳନ, ବିକିରଣ, କୌଣସିଟି ନୁହେଁ)
Answer:
ପରିବହନ
(iv) ତରଳ ପଦାର୍ଥ ମଧ୍ୟରେ _______ ପ୍ରଣାଳୀରେ ତାପ ସଂଚରଣ ହୁଏ ।
(ପରିବହନ, ପରିଚଳନ, ବିକିରଣ, କୌଣସିଟି ନୁହେଁ)
Answer:
ପରିଚଳନ
(v) ଗ୍ୟାସୀୟ ପଦାର୍ଥ ମଧ୍ଯରେ ______ ପ୍ରଣାଳୀରେ ତାପ ସଂଚରଣ ହୁଏ ।
( ପରିବହନ, ପରିଚଳନ, ବିକିରଣ, କୌଣସିଟି ନୁହେଁ)
Answer:
ବିକିରଣ
(vi) _______ ବ୍ୟତୀତ ସମସ୍ତ ଅଧାତୁ ତାପ କୁପରିବାହୀ ।
(ଅଙ୍ଗାର, ଗ୍ରାଫାଇଟ୍, ଗନ୍ଧକ, ଫସଫରସ୍)
Answer:
ଗ୍ରାଫାଇଟ୍
ଗୋଟିଏ ବା ଦୁଇଟି ଶବ୍ଦରେ ଲେଖ ।
(i) 37° C ବା 98.4°F କାହାର ଦେହର ତାପମାତ୍ରା ଅଟେ ?
Answer:
37° C ବା 98.4°F ସୁସ୍ଥ ବ୍ୟକ୍ତିଙ୍କର ଦେହର ହାରାହାରି ତାପମାତ୍ରା ଅଟେ ।
![]()
(ii) ଜ୍ଵର ତାପମାନ ଯନ୍ତ୍ରର ଦୈର୍ଘ୍ୟ ପ୍ରାୟ କେତେ ହୋଇଥାଏ ?
Answer:
10 6ପ.ମି.
(iii) ତୁମ ଦେହର ତାପମାତ୍ରା ପ୍ରାୟ କେତେ ଅଟେ ?
Answer:
37°C ବା 98.4°F
(iv) କେଉଁ ତାପମାନ ଯନ୍ତ୍ରରେ ପାରଦକୁ ତାପମାତ୍ରା ମାପକ ପଦାର୍ଥ ରୂପରେ ବ୍ୟବହାର କରାଯାଏ ନାହିଁ ?
Answer:
ଡିଜିଟାଲ୍ ତାପମାନ ଯନ୍ତ୍ର
(v) କଠିନ ପଦାର୍ଥ ମଧ୍ଯରେ ତାପ କେଉଁ ଉପାୟରେ ସଞ୍ଚରିତ ହୁଏ ?
Answer:
ପରିବହନ
(vi) ହିଟର ସାମନାରେ ବସିଲେ ଆମେ କେଉଁ ଉପାୟରେ ହିଟରରୁ ନିର୍ଗତ ତାପ ପାଇଥାଉ ?
Answer:
ବିକିରଣ
ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) କେଉଁ ରଙ୍ଗ ସବୁଠାରୁ ଅଧିକ ତାପ ବିକିରଣ କରେ ?
(i) କଳା
(ii) ଧଳା
(iii) ସବୁଜ
(iv) ନାଲି
Answer:
(i) କଳା
![]()
(ଖ) କେଉଁ ପ୍ରକ୍ରିୟାରେ ଅଣୁଗୁଡ଼ିକ ଉତ୍ତପ୍ତ ବସ୍ତୁରୁ ଶୀତଳ ବସ୍ତୁକୁ ସଞ୍ଚରିତ ହୁଏ ନାହିଁ ?
(i) ପରିବହନ
(ii) ପରିଚଳନ
(iii) ବିକିରଣ
(iv) ପରିବହନ ଓ ପରିଚଳନ
Answer:
(iii) ବିକିରଣ
(ଗ) ରୁମ୍ ହିଟର କେଉଁ ନିୟମ ଅନୁସାରେ କାର୍ଯ୍ୟକରେ ?
(i) ପରିବହନ
(ii) ପରିଚଳନ
(iii) ବିକିରଣ
(iv) ପରିବହନ ଓ ପରିଚଳନ
Answer:
(iii) ବିକିରଣ
(ଘ) ପାରଦର ସ୍ଫୁଟନାଙ୍କ କେତେ °C ?
(i) – 39°C
(ii) 110°C’
(iii) 259°C
(iv) 357°C
Answer:
(iv) 357°C
(ଙ) ଧାତୁରେ ତାପ ସଞ୍ଚରଣ କେଉଁ ପ୍ରଣାଳୀରେ ହୁଏ ?
(i) ପରିବହନ
(ii) ପରିଚଳନ
(iii) ବିକିରଣ
(iv) ପରିବହନ ଓ ବିକିରଣ
Answer:
(i) ପରିବହନ
![]()
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) °F ସ୍କେଲର ଦୁଇ ପ୍ରାନ୍ତର ମାପାଙ୍କ 35 ଓ 42 ଅଟେ ।
Answer:
°F ସ୍କେଲର ଦୁଇ ପ୍ରାନ୍ତର ମାପାଙ୍କ 94 ଓ 108 ଅଟେ ।
(ii) ପାରଦରେ ତାପ ସଂଚରଣ ପରିଚଳନ ପ୍ରକ୍ରିୟାରେ ହୋଇଥାଏ ।
Answer:
ପାରଦରେ ତାପ ସଂଚରଣ ପରିଚଳନ ପ୍ରକ୍ରିୟାରେ ହୋଇଥାଏ ।
(iii) ଦିନବେଳା ଜଳଭାଗରୁ ସ୍ଥଳଭାଗକୁ ବହି ଆସୁଥୁବା ପବନକୁ ‘ସ୍ଥଳ ସମୀର’ କୁହାଯାଏ ।
Answer:
ଦିନବେଳା ଜଳଭାଗରୁ ସ୍ଥଳଭାଗକୁ ବହି ଆସୁଥି ପବନକୁ ସମୁଦ୍ର ସମୀର କୁହାଯାଏ ।
(iv) ସ୍ଥଳ ସମୀର ଓ ସମୁଦ୍ର ସମୀର ବାୟୁର ପରିବହନ ପ୍ରକ୍ରିୟାର ଦୃଷ୍ଟାନ୍ତ ଅଟେ ।
Answer:
ସ୍ଥଳ ସମୀର ଓ ସମୁଦ୍ର ସମୀର ବାୟୁର ପରିଚଳନ ପ୍ରକ୍ରିୟାର ଦୃଷ୍ଟାନ୍ତ ଅଟେ ।
(v) ଜଳ ଓ ବାୟୁ ତାପର ସୁପରିବାହୀ ଅଟନ୍ତି ।
Answer:
ଜଳ ଓ ବାୟୁ ତାପର କୁପରିବାହୀ ଅଟନ୍ତି ।
![]()
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଠିକ୍ ଥିଲେ ଠିକ୍ (✓) ଚିହ୍ନ ଓ ଭୁଲ ଥିଲେ ଭୁଲ (✗) ଚିହ୍ନ ଦିଅ ।
(i) ଜ୍ଵର ତାପମାନ ଯନ୍ତ୍ରର ଦୈର୍ଘ୍ୟ ପ୍ରାୟ ୮ ସେ.ମି. ହୋଇଥାଏ ?
Answer:
(✗)
(ii) ତୁମ ଦେହର ତାପମାତ୍ରା ପ୍ରାୟ 37°C ବା 97.4°F ଅଟେ ?
Answer:
(✗)
(iii) ଡିଜିଟାଲ୍ ତାପମାନ ଯନ୍ତ୍ରରେ ପାରଦକୁ ତାପମାତ୍ରା ମାପକ ପଦାର୍ଥ ରୂପରେ ବ୍ୟବହାର କରାଯାଏ ନାହିଁ
Answer:
(✓)
(iv) କଠିନ ପଦାର୍ଥ ମଧ୍ଯରେ ତାପ ପରିଚଳନ ଉପାୟରେ ସଞ୍ଚରିତ ହୁଏ ।
Answer:
(✗)
(v) ହିଟର ସାମନାରେ ବସିଲେ ଆମେ ବିକିରଣ ଉପାୟରେ ହିଟରରୁ ନିର୍ଗତ ତାପ ପାଇଥାଉ ?
Answer:
(✓)
‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ସମ୍ପର୍କ ବାଛି ସ୍ତମ୍ଭ ମିଳନ କର ।
| ‘କ’ ସ୍ତମ୍ଭ | ‘ଖ’ସ୍ତମ୍ଭ |
| ନିରାପଦବତୀ | କୁପରିବାହୀ |
| ତାପମାନଯନ୍ତ୍ର | 357°C |
| ପ୍ଲାଷ୍ଟିକ୍ | -39°C |
| ହିମାଙ୍କ | ଡେଭି |
| ଫୁଟନାଙ୍କ | ଗାଲିଲିଓ |
Answer:
| ‘କ’ ସ୍ତମ୍ଭ | ‘ଖ’ସ୍ତମ୍ଭ |
| ନିରାପଦବତୀ | ଡେଭି |
| ତାପମାନଯନ୍ତ୍ର | ଗାଲିଲିଓ |
| ପ୍ଲାଷ୍ଟିକ୍ | କୁପରିବାହୀ |
| ହିମାଙ୍କ | -39°C |
| ଫୁଟନାଙ୍କ | 357°C |
![]()
ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ବସ୍ତୁର ତାପୀୟ ସ୍ଥିତି କେଉଁ ଯନ୍ତ୍ର ସାହାଯ୍ୟରେ ଜାଣି ହେବ ?
Answer:
ତାପମାନ ଯନ୍ତ୍ର ସାହାଯ୍ୟରେ ବସ୍ତୁର ତାପୀୟ ସ୍ଥିତି ଜାଣି ହେବ ।
(ii) ତାପମାନ ଯନ୍ତ୍ରରେ କେଉଁ ସ୍କେଲ ଅଛି ?
Answer:
ତାପମାନ ଯନ୍ତ୍ରରେ ସେଲସିୟସ, ଫାରେନ୍ହାଇଟ୍, ରୋମର, କେଲଭିନ୍ ଓ ଡିଜିଟାଲ୍ ଇତ୍ୟାଦି ସ୍କେଲ ଅଛି ।
(iii) ତାପମାନ ଯନ୍ତ୍ରର ପ୍ରଥମ ଉଦ୍ଭାବକ କିଏ ଓ କେଉଁ ମସିହାରେ ସେ ଏହାକୁ ଉଦ୍ଭାବନ କରିଥିଲେ ?
Answer:
ତାପମାନ ଯନ୍ତ୍ରର ପ୍ରଥମ ଉଦ୍ଭାବକ ଗାଲିଲିଓ । 1592 ମସିହାରେ ସେ ଏହାକୁ ତିଆରି କରିଥିଲେ ।
(iv) ଆଧୁନିକ ତାପମାନ ଯନ୍ତ୍ର କେଉଁ ମସିହାରେ ତିଆରି ହେଲା ?
Answer:
ଆଧୁନିକ ତାପମାନ ଯନ୍ତ୍ର 1655 ମସିହାରେ ତିଆରି ହେଲା ।
(v) ପ୍ରଥମେ ତାପମାନ ଯନ୍ତ୍ରରେ ସୂଚକ ଭାବେ କ’ଣ ବ୍ୟବହାର ହେଉଥିଲା ?
Answer:
ପ୍ରଥମେ ତାପମାନ ଯନ୍ତ୍ରରେ ସୂଚକ ଭାବେ ଆଲକୋହଲ ବ୍ୟବହାର ହେଉଥିଲା ।
![]()
(vi) ଗୋଟିଏ ପଦାର୍ଥର ଉଷ୍ମତା ପଦାର୍ଥର କାହା ଉପରେ ନିର୍ଭର କରେ ?
Answer:
ଗୋଟିଏ ପଦାର୍ଥର ଉଷ୍ମତା ପଦାର୍ଥର ଅଣୁମାନଙ୍କର ଗତି ଉପରେ ନିର୍ଭର କରେ ।
(vii) ସେଲ୍ସିୟସ୍ ତାପମାନ ଯନ୍ତ୍ରର ମାପାଙ୍କ କେତେ ?
Answer:
ସେଲ୍ସିୟସ୍ ତାପମାନ ଯନ୍ତ୍ରର ମାପାଙ୍କ 35 ରୁ 42 ଡିଗ୍ରୀ ସେଲ୍ସିୟସ୍ ।
(viii)ଫାରେନ୍ହାଇଟ୍ ତାପମାନ ଯନ୍ତ୍ରର ମାପାଙ୍କ କେତେ ?
Answer:
ଫାରେନ୍ହାଇଟ୍ ତାପମାନ ଯନ୍ତ୍ରର ମାପାଙ୍କ 94° ରୁ 108° ଫାରେନ୍ହାଇଟ ।
(ix) ପଦାର୍ଥର ତାପମାତ୍ରା ବଦଳିବା ସହିତ ପଦାର୍ଥର ଭୌତିକ ପରିବର୍ତ୍ତନର କ’ଣ ସମ୍ବନ୍ଧ ରହିଛି ?
Answer:
ପଦାର୍ଥର ତାପମାତ୍ରା ବଦଳିବା ସହିତ ପଦାର୍ଥର ସଂକୋଚନ ଓ ପ୍ରସାରଣ ହୁଏ ।
(x) ଆଧୁନିକ ତାପମାନ ଯନ୍ତ୍ରରେ ସୂଚକ ଭାବେ କ’ଣ ବ୍ୟବହାର ହେଉଛି ?
Answer:
ଆଧୁନିକ ତାପମାନ ଯନ୍ତ୍ରରେ ସୂଚକ ଭାବେ ପାରଦ ବ୍ୟବହାର ହେଉଛି ।
(xi) ପାରଦର ସ୍ଫୁଟନାଙ୍କ ଓ ହିମାଙ୍କ କେତେ ?
Answer:
ପାରଦର ସ୍ଫୁଟନାଙ୍କ 357 ଡିଗ୍ରୀ ସେଲସିୟସ ଓ ହିମାଙ୍କ 39 ଡିଗ୍ରୀ ସେଲସିୟସ୍ ।
(xii) ତାପ କେତେ ପ୍ରକାରରେ ସଞ୍ଚରିତ ହୁଏ ଓ କ’ଣ କ’ଣ ?
Answer:
ତାପ ତିନି ପ୍ରକାରରେ ସଞ୍ଚରିତ ହୁଏ – ପରିବହନ, ପରିଚଳନ ଓ ବିକିରଣ ।
![]()
(xiii)କଠିନ ପଦାର୍ଥରେ ତାପ ସଞ୍ଚରଣକୁ କ’ଣ କହନ୍ତି ?
Answer:
କଠିନ ପଦାର୍ଥରେ ତାପ ସଞ୍ଚରଣକୁ ପରିବହନ କହନ୍ତି ।
(xiv)ତରଳ ଓ ଗ୍ୟାସରେ ତାପ ସଞ୍ଚରଣକୁ କ’ଣ କହନ୍ତି ?
Answer:
ତରଳ ଓ ଗ୍ୟାସରେ ତାପ ସଞ୍ଚରଣକୁ ପରିଚଳନ କହନ୍ତି ।
(xv) ବିନା ମାଧ୍ୟମରେ ତାପ ସଞ୍ଚରଣକୁ କ’ଣ କହନ୍ତି ?
Answer:
ବିନା ମାଧ୍ୟମରେ ତାପ ସଞ୍ଚରଣକୁ ବିକିରଣ କହନ୍ତି ।
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ତାପ ପରିବହନ କିପରି ହୁଏ, ବୁଝାଅ ତାପ ସୁପରିବାହୀ ଓ ତାପ କୁପରିବାହୀ ପଦାର୍ଥ କ’ଣ ?
Answer:
- ପରିବହନ ପ୍ରକ୍ରିୟାଦ୍ଵାରା ତାପ ସଞ୍ଚରଣରେ କଠିନ ବସ୍ତୁର ଅଣୁଗୁଡ଼ିକ ତାଙ୍କର ସ୍ଥାନରୁ ସ୍ଥାନାନ୍ତରିତ ହୁଅନ୍ତି ନାହିଁ ।
- ବସ୍ତୁର ଯେଉଁ ଅଣୁଗୁଡ଼ିକ ଅଗ୍ନି ସଂସ୍ପର୍ଶରେ ଆସନ୍ତି ସେମାନେ ତାପ ଶକ୍ତି ଗ୍ରହଣ କରନ୍ତି । ଫଳରେ ଏହି ଅଣୁମାନଙ୍କର ହାରାହାରି ଯାନ୍ତ୍ରିକ ଶକ୍ତି ବୃଦ୍ଧିପାଏ ।
- ତେଣୁ ଏହି ଅଣୁଗୁଡ଼ିକ (ବିସ୍ଥାପିତ ନ ହୋଇ) ତାଙ୍କର ମାଧ୍ୟ-ସ୍ଥାନରେ ରହି ଅଧ୍ଵ ବେଗରେ ପ୍ରକମ୍ପିତ ହୁଅନ୍ତି ।
- ଏହି କମ୍ପନରତ ଅଣୁ ସେମାନଙ୍କର ପାଖ ଅଣୁକୁ କିଛି କମ୍ପନ ସଞ୍ଚରଣ କରନ୍ତି । ଏହି ପ୍ରକ୍ରିୟାରେ ଅଣୁଗୁଡ଼ିକ ନିଜ ନିଜ ସ୍ଥାନ ପରିତ୍ୟାଗ କରନ୍ତି ନାହିଁ । କିନ୍ତୁ ତାପଶକ୍ତି ଏ ମୁଣ୍ଡରୁ ସେ ମୁଣ୍ଡକୁ ସଞ୍ଚାରିତ ହୁଏ । ଏହା ହିଁ ପରିବହନ ପ୍ରକ୍ରିୟା । ପାରଦ ଏକ ତରଳ ପଦାର୍ଥ ହେଲେ ମଧ୍ୟ ଏଥିରେ ତାପ ପରିବହନ ଉପାୟରେ ସଂଚରିତ ହୁଏ ।
- ଯେଉଁ ପଦାର୍ଥ ମଧ୍ୟରେ ତାପ ପରିବହନ ପ୍ରକ୍ରିୟାରେ ସଞ୍ଚରିତ ହୁଏ ସେମାନଙ୍କୁ ତାପ ସୁପରିବାହୀ କୁହାଯାଏ । ସମସ୍ତ ଧାତବ ପଦାର୍ଥ ତାପ ସୁପରିବାହୀ ଅଟେ ।
- ପ୍ଲାଷ୍ଟିକ୍, କାଠ, କାଚ, ରବର ଇତ୍ୟାଦି କଠିନ ପଦାର୍ଥ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ତାପ ସଞ୍ଚରିତ ହୁଏ ନାହିଁ । ତେଣୁ ଏଗୁଡ଼ିକୁ ତାପ କୁପରିବାହୀ କୁହାଯାଏ
![]()
Question 2.
ଜ୍ଵର ତାପମାନ ଯନ୍ତ୍ରର ଗଠନ ପ୍ରଣାଳୀ ବର୍ଣ୍ଣନା କର ।
Answer:
- ଜ୍ଵର ତାପମାନ ଯନ୍ତ୍ର ଥର୍ମୋମିଟରର ଦୈର୍ଘ୍ୟ ପ୍ରାୟ 10 ସେ.ମି. ଅଟେ ।
- ଏହା ଗୋଟିଏ ସରୁ ଏବଂ ଏକ ସମାନ କାଚନଳୀ ଅଟେ ।
- ଏହାର ଯେଉଁ ପ୍ରାନ୍ତଟି ପତଳା ଓ ଚକ୍ରକ୍ କରୁଥାଏ ତାହାକୁ ତାପମାନ ଯନ୍ତ୍ରର ବଲ୍ବ କୁହାଯାଏ ।
- କାଚନଳୀର ଅବଶିଷ୍ଟ ଅଂଶ ଏକ କୈଶିକ କାଚନଳୀ ଅଟେ ।
- ଏହି କୈଶିକ ନଳୀ ଅଂଶରେ ଦୁଇଟି ସ୍କେଲ୍ ଅଛି ଗୋଟିଏ ସ୍କେଲ୍ର ନାମ °F ଓ ଅନ୍ୟଟିର ନାମ °C ।
- °C ସ୍କେଲ୍ର ଦୁଇ ପ୍ରାନ୍ତର ମାପାଙ୍କ 35 ଓ 42 ଅଟେ ।
- °F ସ୍କେଲର ଦୁଇ ପ୍ରାନ୍ତର ମାପାଙ୍କ 94 ଓ 108 ଅଟେ ।
Question 3.
ଜ୍ଵର ତାପମାନ ଯନ୍ତ୍ର କିପରି ବ୍ୟବହାର କରିବ ?
Answer:
- ଜ୍ଵର ତାପମାନ ଯନ୍ତ୍ରରେ ଥିବା C ଚିହ୍ନିତ ସ୍କେଲ୍କୁ ସେଲ୍ସିୟସ୍ ସ୍କେଲ୍ ଓ °F ଚିହ୍ନିତ ସ୍କେଲ୍କୁ ଫାରେନ୍ହାଇଟ୍ ସ୍କେଲ୍ କୁହାଯାଏ ।
- ଏହାର ଯେକୌଣସି ସ୍କେଲ୍ରେ ପାଖାପାଖୁ ଥିବା ଦୁଇଟି ବଡ଼ ଦାଗର ପରାସ 1°C ଅଟେ । ଦୁଇଟି ବଡ଼ ଦାଗ ମଧ୍ୟରେ 5 ଟି ସମାନ ଭାଗ ଥାଏ । ଗୋଟିଏ ଛୋଟ ଭାଗର ପାଠ୍ୟଙ୍କ ଅଟେ \(\frac{1^0 \mathrm{C}}{2}\) = 0.2°C ।
- ବ୍ୟବହାର କରିବା ପୂର୍ବରୁ ତାପମାନ ଯନ୍ତ୍ରଟିକୁ ଆଣ୍ଟିସେପଟିକ୍ ଦ୍ରବଣ ବା ପାଣିରେ ଧୋଇଦେବା ଉଚିତ୍ ।
- ତାପମାନ ଯନ୍ତ୍ରକୁ ହାତରେ ଧରି ଥରେ ବା ଦୁଇଥର ଝାଡ଼ିଦେଲେ ତାହାର ପାଠ୍ୟଙ୍କ 35°C ତଳକୁ ଚାଲି ଆସିବ । ଏହାପରେ ତାପମାନ ଯନ୍ତ୍ରର ବଲ୍ବକୁ କାଖ ତଳେ ବା ଜିଭ ତଳେ ପ୍ରାୟ 2 ମିନିଟ୍ ରଖୁବା ଆବଶ୍ୟକ ।
- ତା’ପରେ ତାପମାନ ଯନ୍ତ୍ରକୁ କାଢ଼ିଆଣି ତାପମାତ୍ରାର ପାଠ୍ୟଙ୍କ ନିଆଯାଏ ।