Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା

Students can use Class 5 Math Solution Odia Medium and Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା to check their answers after solving exercises.

5th Class Maths Chapter 2 Question Answer Odia Medium

Class 5 Maths Chapter 2 Odia Medium

Question 1.
ତମନ୍ନା ପଞ୍ଚମ ଶ୍ରେଣୀର ଛାତ୍ରୀ । ତା’ ପାଖରେ ଭିନ୍ନ ଆକାରର ଦୁଇଟି ଚକୋଲେଟ ଅଛି । ସେ କହୁଛି ଯେ ତା ପାଖରେ ଥ‌ିବା ଚକୋଲେଟ୍ ମଧ୍ୟରୁ ଗୋଟିକର \(\frac{୧}{୩}\) ଅନ୍ୟଟିର \(\frac{୧}{୨}\) ଅପେକ୍ଷା ବଡ଼ । ତାହା କ’ଣ ଠିକ୍ ? ଏହା କାହିଁକି ବୁଝାଇ କୁହ ।
Solution:
\(\frac{୧}{୨}\) ହେଉଛି \(\frac{୧}{୩}\) ଅପେକ୍ଷା ବଡ଼ । ଅର୍ଥାତ୍ \(\frac{୧}{୨}\) > \(\frac{୧}{୩}\)

Question 2.
ଚକଲେଟ୍‌ର \(\frac{୧}{୨}\) ଅଂଶକୁ ଚିହ୍ନଟ କର ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 1
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 2

Question 3.
ଚକଲେଟ୍‌ର \(\frac{୧}{୩}\) ଅଂଶକୁ ଚିହ୍ନଟ କର ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 3
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 4

Question 4.
ଆମେ କେତେବେଳେ କହିବା ଯେ କୌଣସି ଜିନିଷର \(\frac{୧}{୨}\) ହେଉଛି \(\frac{୧}{୩}\) ଅପେକ୍ଷା ବଡ଼ ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 5
Solution:
ଦୁଇଟି ପୂର୍ଣ୍ଣାଙ୍ଗର ଦୁଇଟି ଭଗ୍ନସଂଖ୍ୟାକୁ ତୁଳନା କରିବା ପାଇଁ ଭଗ୍ନସଂଖ୍ୟା ଗୁଡ଼ିକୁ ଗୋଟିଏ ପୂର୍ଣ୍ଣାଙ୍ଗରୁ ନେବା ଉଚିତ୍ ।

Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା

ଆସ ଗ୍ରୀଡ୍ ସହ ଖେଳିବା

Page No. (୧୭ to ୧୮)

Question 1.
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 6
Solution:
ଚିତ୍ରରେ, ଗ୍ରୀଡ୍ ‘କ’ରେ ଥ‌ିବା ବର୍ଗସଂଖ୍ୟା = ଗ୍ରୀଡ୍ ‘ଖ’ରେ ଥ‌ିବା ବର୍ଗସଂଖ୍ୟା = ଗ୍ରୀଡ୍ ‘ଗ’ରେ ଥ‌ିବା ପ୍ରତି ଗ୍ରୀଡ୍‌ରେ ବର୍ଗସଂଖ୍ୟା
= ୬ × ୮ = ୪୮
ଗ୍ରୀଡ୍ ‘କ’ରେ ଲାଲ୍ ବର୍ଗସଂଖ୍ୟା = \(\frac{୧}{୮}\) × ୪୮ = ୬ଟି
‘ଖ’ରେ ନୀଳ ବର୍ଗସଂଖ୍ୟା = \(\frac{୧}{୬}\) × ୪୮ = ୮ଟି
‘ଗ’ରେ ହଳଦିଆ ବର୍ଗସଂଖ୍ୟା = \(\frac{୧}{୧୨}\) × ୪୮ = ୪ଟି
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 7
• କୌଣସି ଗ୍ରୀଡାରେ \(\frac{୧}{୩}\) ଦେଖିପାରୁ ନାହୁଁ ।
କିନ୍ତୁ, ଆମେ ସମସ୍ତ ଗ୍ରୀଡ୍‌ରେ \(\frac{୧}{୩}\) ଦେଖାଇପାରିବା ।
୪୮ର \(\frac{୧}{୩}\) = ୪୮ × \(\frac{୧}{୩}\) = ୧୬ଟି ବର୍ଗ
ପାଖ ଗ୍ରୀଡ୍‌ରେ ୧୬ଟି ଘରକୁ ରଙ୍ଗ/ ଚିତ୍ରିତ କରାହୋଇଛି,
ଯାହା ପୂରା ଗ୍ରୀଡ୍‌ର \(\frac{୧}{୩}\) ଭାଗକୁ ଦର୍ଶାଉଛି ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 8

Question 2.
\(\frac{୧}{୩}\), \(\frac{୨}{୬}\)
ସହ ସମାନ କି ? ଆସ ଖୋଜି ଦେଖ‌ିବା । ଚିତ୍ର ଦେଖ୍ ଭଗ୍ନସଂଖ୍ୟା ଗୁଡିକୁ ଖୋଜି ବାହାର କର ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 9
ଚିତ୍ରିତ ଅଶଂକୁ ଦେଖାଇବା ପାଇଁ ଦୁଇଟି ଭିନ୍ନ ଉପାୟରେ ଭଗ୍ନ ସଂଖ୍ୟାକୁ ଦର୍ଶାଯାଇ ପାରିବ କି ? ___________________
Solution:
ହଁ ।
ତୁମେ ଦେଖୁଛ କି \(\frac{୧}{୩}\) = \(\frac{୨}{୬}\) ? ହଁ, ଏଗୁଡିକୁ “ସମଭଗ୍ନ ସଂଖ୍ୟା” କୁହାଯାଏ । ଆସ ଆମେ ଦେଖ‌ିବା, ସମଭଗ୍ନ ସଂଖ୍ୟା କିପରି ସୃଷ୍ଟି କରାଯାଇ ପାରିବ ।

ଭଗ୍ନସଂଖ୍ୟା କିଟ୍ ସହ ମଜା କରି ଖେଳିବା

Page No. (୧୮ to ୨୦)

ଗୁପ୍ରୀତ୍‌ ନିଜର ଭଗ୍ନସଂଖ୍ୟା କିଟ୍ ସହିତ ଖେଳୁଛି । (ପୁସ୍ତକର ଶେଷ ଭାଗରେ ଭଗ୍ନସଂଖ୍ୟା କିଟ ଦିଆଯାଇଛି ) ତୁମେ ମନେ ରଖୁଛ କି ?

Question 1.
ସମାନ ଆକାରର ଖଣ୍ଡ ଗୁଡ଼ିକରୁ ଗୋଟିଏ ପୂର୍ଣାଙ୍ଗ କିପରି ତିଆରି କରିବ ?
Solution:
ସମାନ ଆକାରର ଖଣ୍ଡଗୁଡ଼ିକୁ ଏକାଠି ସଜାଇ ଗୋଟିଏ ପୂର୍ଣାଙ୍ଗ ତିଆରି କରିପାରିବା ।

Question 2.
ଏକ ପୂର୍ଣ୍ଣାଙ୍ଗ କରିବା ପାଇଁ \(\frac{୧}{୫}\) ଅଂଶର କେତୋଟି ଖଣ୍ଡ ଲାଗିବ ?
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 10
\(\frac{୧}{୫}\) ଅଂଶର ୫ଟି ଖଣ୍ଡ ନେଇ ଏକ ପୂର୍ଣ୍ଣାଙ୍ଗ କରିପାରିବା ।
ଦୁଇଟି ଭିନ୍ନ ଭଗ୍ନ ସଂଖ୍ୟାର ଖଣ୍ଡ ବ୍ୟବହାର କରି ଗୋଟିଏ ପୂର୍ଣାଙ୍ଗ ତିଆରି କରାଗଲା । ଯାହା ନିମ୍ନ ପୂର୍ଣାଙ୍ଗ ଚିତ୍ର ପରି ଦିଶୁଛି । \(\frac{୧}{୨}\) ର ଗୋଟିଏ ଖଣ୍ଡ ଏବଂ \(\frac{୧}{୪}\) ର ଦୁଇଖଣ୍ଡ ମିଶି ଏକ ପୂର୍ଣ୍ଣାଙ୍ଗ ହୁଏ ।

Question 3.
\(\frac{୧}{୨}\) ଓ \(\frac{୧}{୪}\) ମଧ୍ୟରେ ସଂପର୍କ କ’ଣ ଅଛି ? ଶ୍ରେଣୀରେ ଆଲୋଚନା କର ।
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 11
ଯେତେବେଳେ \(\frac{୧}{୨}\)
ଖଣ୍ଡ ଗୋଟିଏ ଖଣ୍ଡ ଏବଂ \(\frac{୧}{୪}\) ର ଦୁଇଖଣ୍ଡ ମିଶି ଏକ ପୂର୍ଣ୍ଣାଙ୍ଗ ହୁଏ ।
\(\frac{୧}{୨}\) = \(\frac{୧}{୪}\)
(\(\frac{୧}{୨}\) ସହ \(\frac{୧}{୪}\) ସମାନ)
ଯେତେବେଳେ \(\frac{୧}{୨}\) ଖଣ୍ଡକୁ ୨ଟି ସମାନ ଅଂଶରେ ଭାଗ କରାଯାଏ, ପ୍ରତ୍ୟେକ ଖଣ୍ଡ \(\frac{୧}{୪}\) ହୁଏ ।
\(\frac{୧}{୪}\) ର ଦୁଇଖଣ୍ଡ ମିଶି \(\frac{୧}{୨}\) ସହ ସମାନ ଅଟେ ।

Question 4.
ସହ ଆଉ କେଉଁ ଗୁଡିକ ସମାନ ଅଟେ ?
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 12

Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା

ଆସ କାମଟି କରିବା

Question 1.
୩ କିମ୍ବା ୪ ଜଣର ଦଳରେ ତୁମର ଭଗ୍ନସଂଖ୍ୟା କିଟ୍‌ରୁ ଭିନ୍ନ ଭିନ୍ନ ଭାଗର ଖଣ୍ଡ ବ୍ୟବହାର କରି ଏକ ପୂର୍ଣାଙ୍ଗ ତିଆରି କରିବାର ଉପାୟ ଖୋଜ ।
ନିମ୍ନଲିଖତ ଭଗ୍ନସଂଖ୍ୟା ପାଇଁ ସମଭଗ୍ନାଂଶଗୁଡ଼ିକ ଲେଖ । ଯାହା ତୁମେ ଏହି ପ୍ରକ୍ରିୟାରେ ପାଇଲ ।
(କ) \(\frac{୧}{୩}\) = ………………….. = ……………………. = ………………………
(ଖ) \(\frac{୧}{୪}\) = ………………….. = ……………………. = ………………………
(ଗ) \(\frac{୧}{୫}\) = ………………….. = ……………………. = ………………………
(ଘ) \(\frac{୧}{୬}\) = ………………….. = ……………………. = ………………………
ଯେକୌଣସି ଦିଆଯାଇଥ‌ିବା ଭଗ୍ନସଂଖ୍ୟା ପାଇଁ ସମଭଗ୍ନ ସଂଖ୍ୟା କିପରି ଲେଖୁ ପାରିବ, ତୁମେ ଦେଖୁଲ କି ? ଶ୍ରେଣୀରେ ଆଲୋଚନା କର ।
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 13
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 14

Question 2.
ତୁମ କିଟ୍ ବ୍ୟବହାର କରି ନିମ୍ନଲିଖକୁ ଖୋଜ । ତୁମେ ଏହାକୁ ଚିତ୍ରିତ କରି ଯାଞ୍ଚ କରିପାରିବ । ପ୍ରଥମଟି ତୁମ ପାଇଁ ଆଂଶିକ ଭାବରେ ଦିଆଯାଉଛି । (ପ୍ରଶ୍ନ ସହ ଉତ୍ତର)
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 15
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 16
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 17

Question 3.
ତୁମ ଭଗ୍ନସଂଖ୍ୟା କିଟ ବ୍ୟବହାର କରି ନିର୍ଦେଶ ଅନୁସାରେ କର ।
• କେବଳ \(\frac{୧}{୬}\) ଏବଂ \(\frac{୧}{୧୨}\) ଖଣ୍ଡକୁ ବ୍ୟବହାର କରି ଏକ ପୂର୍ଣ୍ଣାଙ୍ଗ ତିଆରି କର ।
• \(\frac{୧}{୧୨}\), \(\frac{୧}{୪}\) ଏବଂ \(\frac{୧}{୨}\) ଖଣ୍ଡ ଗୁଡିକୁ ବ୍ୟବହାର କରି ଏକ ପୂର୍ଣ୍ଣାଙ୍ଗ ତିଆରି କର ।
• ସମାନ ଆକାରର ଯେକୌଣସି ପାଞ୍ଚଖଣ୍ଡକୁ ବ୍ୟବହାର କରି ଏକ ପୂର୍ଣାଙ୍ଗ ତିଆରି କର ।
• ଯେକୌଣସି ସାତଟି ଖଣ୍ଡକୁ ବ୍ୟବହାର କରି ଏକ ପୂର୍ଣ୍ଣାଙ୍ଗ ତିଆରି କର ।
ଏହି କିଟ୍‌କୁ ନେଇ ଦଳରେ ଖେଳ ଏବଂ ଏକ ପୂର୍ଣ୍ଣାଙ୍ଗ ପାଇବା ପାଇଁ ଅନ୍ୟାନ୍ୟ ଆକର୍ଷଣୀୟ ଉପାୟ ଖୋଜ । ତୁମର ଫଳାଫଳକୁ ଚିତ୍ର କର କିମ୍ବା ଲେଖୁ ଦର୍ଶାଅ ।
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 18
(ସିଦ୍ଧାନ୍ତ : ଆମେ ଜାଣିଲେ ଯଦି ପ୍ରତି ଭଗ୍ନାଂଶ ଖଣ୍ଡ \(\frac{1}{\mathrm{n}}\) ହୁଏ, ତେବେ nଟି ଭଗ୍ନାଂଶ ଖଣ୍ଡ ଏକାଠି ସଂଯୋଗ କଲେ ଗୋଟିଏ ପୂର୍ଣାଙ୍ଗ ମିଳିବ ।)

Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା

ସମ ଭଗ୍ନ ସଂଖ୍ୟା ଲେଖୁବା

Page No. (୨୦ to ୨୨)

Question 1.
ସମୀର ଦିଆଯାଇଥ‌ିବା ଚିତ୍ରର \(\frac{୧}{୩}\) ଅଂଶକୁ ଚିତ୍ରିତ କରିଛି । ଚିତ୍ରଗୁଡିକୁ ଅଧ‌ିକ ସମାନ ଅଂଶରେ ଭାଗ କରିବା ପାଇଁ ସେ ଭୂସମାନ୍ତର ରେଖାଗୁଡିକ ଅଙ୍କନ କରିଛି ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 19
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 20
ସେ ଏକ ମଜାଦାର ସଂରଚନା ଲକ୍ଷ୍ୟ କରି କହିଲା ଯେ \(\frac{୧}{୩}\), \(\frac{୨}{୬}\), \(\frac{୩}{୯}\) ଏବଂ \(\frac{୪}{୧୨}\) ସମାନ ଚିତ୍ରିତ ଅଂଶ ଦେଖାଯାଉଛି ଏବଂ ସମସ୍ତେ \(\frac{୧}{୩}\) ସହ ସମାନ ଅଟନ୍ତି । ଗୋଟିଏ ପୂର୍ଣ୍ଣାଙ୍ଗର ସମାନ ଅଂଶକୁ ଭିନ୍ନ ନାମରେ ସୂଚାଇବା ପାଇଁ ଆମେ ‘ସମ’ ଶବ୍ଦଟି ବ୍ୟବହାର କରୁ ।

Question 2.
ନିମ୍ନରେ ଦିଆଯାଇଥ‌ିବା ପୂର୍ଣ୍ଣାଙ୍ଗକୁ ଅଧ‌ିକ ସମାନ ଭାଗରେ ବିଭକ୍ତ କର ଏବଂ \(\frac{୧}{୩}\) ସହିତ ସମାନଥ‌ିବା ସମ ଭଗ୍ନସଂଖ୍ୟାଟିକୁ ଖୋଜି ବାହାର କର । ଚିତ୍ର ତଳେ ଥ‌ିବା କୋଠରୀରେ ସେଗୁଡିକୁ ଲେଖ ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 21
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 22

Question 3.
ତୁମେ ପାଇଥ‌ିବା ସମ ଭଗ୍ନସଂଖ୍ୟା ଗୁଡ଼ିକର କିଛି ସଂରଚନା ଲକ୍ଷ୍ୟ କରୁଛ କି ?
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 23
Solution:
\(\frac{୧}{୩}\) ର ଉଭୟ ଲବ ଓ ହରକୁ ସମାନ ସଂଖ୍ୟା ଦ୍ଵାରା ଗୁଣନ କରି ସମ ଭଗ୍ନସଂଖ୍ୟା ନିର୍ଣ୍ଣୟ କରିହେବ ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 24

Question 4.
ତୁମେ କିପରି ଜାଣିବ ଯେ, ଗୋଟିଏ ଭଗ୍ନସଂଖ୍ୟା ଅନ୍ୟ ସହ ସମାନ ? ଶ୍ରେଣୀରେ ଆଲୋଚନା କର ।
Solution:
ଯଦି ତୁମେ ଏକ ଭଗ୍ନସଂଖ୍ୟାର ଉଭୟ ଲବ ଓ ହରକୁ ସମାନ ସଂଖ୍ୟା ଦ୍ଵାରା ଗୁଣି ବା ଭାଗକରି ଗୋଟିଏ ଭଗ୍ନସଂଖ୍ୟାରୁ ଅନ୍ୟଟି ପାଇପାରିବ, ତେବେ ଭଗ୍ନସଂଖ୍ୟା ଦୁଇଟି ସମାନ ଅର୍ଥାତ୍ ସମ ଭଗ୍ନସଂଖ୍ୟା ହେବେ ।

Question 5.
ତଳେ ଦିଆଯାଇଥ‌ିବା ଚିତ୍ର ଗୋଟିଏ ପୂର୍ବାଙ୍ଗର \(\frac{୨}{୫}\) ଅଂଶକୁ ଦର୍ଶାଇଛି । \(\frac{୨}{୫}\) ସହିତ ସମାନ ଥ‌ିବା ବିଭିନ୍ନ ଭଗ୍ନସଂଖ୍ୟା ଖୋଜି ବାହାର କର ଏବଂ ପ୍ରତ୍ୟେକ ଚିତ୍ର ତଳେ ତୁମେ ପାଇଥ‌ିବା ଭଗ୍ନସଂଖ୍ୟା ଗୁଡିକୁ ଲେଖ ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 25
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 26

Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା

ଆସ କାମଟି କରିବା

Question 1.
ସମ ଭଗ୍ନସଂଖ୍ୟା ଲେଖୁ ଶୂନ୍ୟସ୍ଥାନ ପୂରଣ କର । (ଏକରୁ ଅଧିକ ଉତ୍ତର ହୋଇପାରେ)
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 27
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 28

Question 2.
ସମ ଭଗ୍ନସଂଖ୍ୟା ଯୋଡିକୁ ଠିକ୍ (✓) ଚିହ୍ନ ଦିଅ ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 29
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 30
ଜାଣିରଖ : ଯେଉଁ ଭଗ୍ନସଂଖ୍ୟା ଦ୍ଵୟକୁ ବଜ୍ରଗୁଣନ କଲେ ଅର୍ଥାତ୍ ୧ମ ଭଗ୍ନସଂଖ୍ୟାର ଲବକୁ ୨ୟର ହର ଏବଂ ଲବ ସହିତ ଗୁଣିଲେ ଯଦି ଉଭୟ ପାର୍ଶ୍ଵର ମୂଲ୍ୟ ସମାନ ହୁଏ, ତେବେ ସେମାନେ ସମଭଗ୍ନ ସଂଖ୍ୟା
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 31

Question 3.
ସମଭଗ୍ନ ସଂଖ୍ୟା ପାଇବା ପାଇଁ ଖାଲି କୋଠରୀକୁ ପୂରଣ କର ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 32
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 33
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 34

ସମହର ବିଶିଷ୍ଟ ଭଗ୍ନସଂଖ୍ୟା ମଧ୍ୟରେ ତୁଳନା

Page No. (୨୨ to ୨୩)

Question 1.
ସବିତା ଓ ଶାମି ଗୋଟିଏ ବାଦାମ ପେଡ଼ାକୁ ସେମାନଙ୍କର ମଧ୍ୟରେ ବାଣ୍ଟିଲେ । ସବିତା \(\frac{୧}{୩}\) ଓ ବଳକାଥିବା ବାଦାମପେଡ଼ା ଶାମି ଖାଇଲା, ଯାହାକି \(\frac{୨}{୩}\) । ତେବେ କିଏ ଅଧିକ ଖାଇଲା ?
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 35
Solution:
ଗୋଟିଏ ଖଣ୍ଡ \(\frac{୧}{୩}\) ଠାରୁ ୨ଟି ଖଣ୍ଡ \(\frac{୧}{୩}\) ଅଧିକ ଅଟେ ।
ତେଣୁ ଶାମି ଅଧ୍ଵ ଖାଇଲା । \(\frac{୨}{୩}\) > \(\frac{୧}{୩}\)

Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା

ଆସ କାମଟି କରିବା

Question 1.
ତଳେ ଦିଆଯାଇଥ‌ିବା ଭଗ୍ନସଂଖ୍ୟା ଗୁଡିକୁ ‘<‘ ଏବଂ ‘>’ ଚିହ୍ନ ଦେଇ ତୁଳନା କର ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 36
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 37
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 38

ସମ ଲବ ବିଶିଷ୍ଟ ଭଗ୍ନସଂଖ୍ୟା ମଧ୍ୟରେ ତୁଳନା

Page No. ୨୩ 

ଆସ କାମଟି କରିବା

Question 1.
ତଳେ ଦିଆଯାଇଥ‌ିବା ଭଗ୍ନସଂଖ୍ୟାଗୁଡିକୁ ‘<‘ ଏବଂ ‘>’ ଚିହ୍ନ ଦେଇ ତୁଳନା କର ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 39
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 40
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 41

୧ ଠାରୁ ବଡ଼ ହୋଇଥ‌ିବା ଭଗ୍ନସଂଖ୍ୟା

Page No. (୨୪ to ୨୮)

Question 1.
ରମଣର ଭଉଣୀ ରାଧିକା ୬ ଖଣ୍ଡ ପରଟା ଖାଇଲା । ସେ କେତୋଟି ପରଟା ଖାଇଲା ?
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 42
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 43

Question 2.
ଜେଜେମାଆଙ୍କ ପାଖରେ ୭ଖଣ୍ଡ \(\frac{୧}{୨}\) ପରଟା ଥିଲା । ସେ କେତୋଟି ପରଟା ଖାଇଲେ ? ଖୋଜି ବାହାର କର ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 44
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 45

Question 3.
ରମଣ \(\frac{୧}{୨}\) ୬ଖଣ୍ଡ, ଜେଜେବାପା \(\frac{୧}{୨}\) ୭ଖଣ୍ଡ ଏବଂ ବାପା \(\frac{୧}{୨}\) ୫ଖଣ୍ଡ ପରଟା ଖାଇଲେ । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ କେତୋଟି ପରଟା ଖାଇଲେ ? ଉତ୍ତର ପାଇବା ପାଇଁ ସଂଖ୍ୟାରେଖା ବ୍ୟବହାର କର ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 46
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 47

Question 4.
ଏହିଦିନ କେତୋଟି ପରଟା ତିଆରି ହୋଇଥିଲା । ହିସାବ କରି କୁହ ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 48
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 49
ଅନ୍ୟ ଏକଦିନ, ରମଣର ବାପା ସବୁ ପରଟାକୁ \(\frac{୧}{୪}\) ଖଣ୍ଡ କରି କାଟିଲେ । ଜେଜେବାପା ୯ ଖଣ୍ଡ \(\frac{୧}{୪}\) କେତୋଟି ପରଟା ଖାଇଲେ ?
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 50

Question 5.
ରମଣ ୭ଖଣ୍ଡ \(\frac{୧}{୪}\) ପରଟା, ରାଧ୍ୟା ୬ଖଣ୍ଡ \(\frac{୧}{୪}\) ପରଟା, ମାଆ ୮ଖଣ୍ଡ \(\frac{୧}{୪}\) ପରଟା, ଜେଜେମାଆ ୧୦ ଖଣ୍ଡ \(\frac{୧}{୪}\) ପରଟା ଏବଂ ବାପା ୧୨ ଖଣ୍ଡ \(\frac{୧}{୪}\) ପରଟା ଖାଇଲେ । ଗୋଟିଏ ସଂଖ୍ୟାରେଖା ବ୍ୟବହାର କରି ପ୍ରତ୍ୟେକ ଖାଇଥିବା ପରଟାକୁ ଦେଖାଅ ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 51
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 52

Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା

Question 6.
ଏହିଦିନ କେତୋଟି ପରଟା ତିଆରି ହୋଇଥିଲା, ହିସାବ କରି ଲେଖ ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 53
Solution:
ସମୁଦାୟ ତିଆରି କରାଯାଇଥିବା ପରଟା
= ଜେଜେବାପାଙ୍କ ପରଟା+ରମଣର ପରଟା+ରାଧିକାର ପରଟା + ମା’ଙ୍କ ପରଟା + ଜେଜେମା’ଙ୍କ ପରଟା + ବାପାଙ୍କ ପରଟା
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 54

Question 7.
ରମଣଙ୍କ ୬ଜଣିଆ ପରିବାର ୨ଟି କେକ୍ ମଗାଇଥିଲେ ଏବଂ ପ୍ରତ୍ୟେକ କେକ୍‌କୁ ୩ଟି ସମାନ ଖଣ୍ଡରେ କାଟିଥିଲେ ଯାହା ଫଳରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଗୋଟିଏ ଖଣ୍ଡ ମିଳିଥିଲା । ଜେଜେମାଆ ଏବଂ ଜେଜେବାପା ସେମାନଙ୍କ ଖଣ୍ଡ ରମଣକୁ ଦେଲେ, ମାଆ ଏବଂ ବାପା ସେମାନଙ୍କର ଖଣ୍ଡ ରାଧିକାକୁ ଦେଲେ । ଏହାପରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଖରେ କେତେ କେକ୍ ରହିଛି ?
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 55
ରମଣ କେବଳ ୨ଖଣ୍ଡ ପିଜା ଖାଇପାରିଲା । ତେଣୁ ସେ ଗୋଟିଏ ଖଣ୍ଡ ରାଧ୍ୟାକୁ ଦେଇଦେଲା । ବର୍ତ୍ତମାନ ରାଧିକା ପାଖରେ କେତେ କେକ୍ ଅଛି ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 56

ଆସ କାମଟି କରିବା

Question 1.
ପରଟା ଓ ସଂଖ୍ୟାରେଖା ବ୍ୟବହାର କରି ଭଗ୍ନସଂଖ୍ୟା ଗୁଡିକୁ ତୁମ ଖାତାରେ କରି ଦେଖାଅ ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 57
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 58
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 59

Question 2.
ନିମ୍ନରେ ଥ‌ିବା ୧ ଠାରୁ ବଡଥିବା ଭଗ୍ନସଂଖ୍ୟା ଗୁଡିକୁ ଗୋଲ୍ ଚିହ୍ନଦ୍ଵାରା ଦର୍ଶାଅ । ତୁମେ ଏହା କିପରି ଜାଣିଲ ? ତୁମର ଉତ୍ତର ବିଷୟରେ ଶ୍ରେଣୀରେ ଆଲୋଚନା କର ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 60
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 61
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 62

୧ ସହିତ ଭଗ୍ନସଂଖ୍ୟା ଗୁଡ଼ିକୁ ତୁଳନା କରିବା

Page No. ୨୯

Question 1.
ଆସ ଆମେ ଆଉ କିଛି ଅଧ‌ିକ ଭଗ୍ନ ସଂଖ୍ୟାଗୁଡିକୁ ତୁଳନା କରିବା । ସବିତା ଏବଂ ଶାମି ମଧରୁ କିଏ କମ୍ ଖାଇଲା । କହିପାରିବ କି ?
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 63

ଆସ କାମଟି କରିବା

Question 1.
୧କୁ ଆଧାର କରି ନିମ୍ନଲିଖ ଭଗ୍ନସଂଖ୍ୟାଗୁଡିକୁ ତୁଳନାକର ଏବଂ ତୁମର ଉତ୍ତର ଶ୍ରେଣୀରେ ଆଲୋଚନା କର ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 64
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 65

\(\frac{୧}{୨}\) ଆଧାର କରି ଭଗ୍ନ ସଂଖ୍ୟା ଗୁଡ଼ିକର ତୁଳନା କରିବା

Page No. (୨୯ to ୩୧)

Question 1.
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 66
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 67

ଆସ କାମଟି କରିବା

Question 1.
ନିମ୍ନରେ \(\frac{୧}{୨}\) ସମାନଥ‌ିବା ଭଗ୍ନସଂଖ୍ୟା ଗୁଡିକୁ ଗୋଲ ଚିହ୍ନଦ୍ବାରା ଦର୍ଶାଅ ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 68
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 69

Question 2.
ତଳେ ଦିଆଯାଇଥ‌ିବା କୋଠରୀରେ କିଛି ଭଗ୍ନସଂଖ୍ୟା ଲେଖାଯାଇଛି । ଅଧାରୁ କମ୍ ଥ‌ିବା ଭଗ୍ନସଂଖ୍ୟା ଗୁଡିକୁ ଗୋଲ କରି ଦେଖାଅ । ତୁମେ ଏହା କିପରି ଜାଣିବ ? ନିଜର ଯୁକ୍ତି ବିଷୟରେ ଶ୍ରେଣୀରେ ଆଲୋଚନା କର ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 70
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 71
ଆମେ ପ୍ରତ୍ୟେକ ଭଗ୍ନସଂଖ୍ୟାକୁ \(\frac{୧}{୨}\) ସହ ତୁଳନା କଲୁ ।
ଆମେ ସମଭଗ୍ନସଂଖ୍ୟା କିମ୍ବା ସଂଖ୍ୟାରେଖାରେ ଏହି ତୁଳନା ମଧ୍ୟ କରିପାରିବା ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 72
କିଏ ଅଧିକ ପରଟା ଖାଇଲା ବୋଲି ତୁମେ ଭାବୁଛ ?
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 73

Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା

Question 3.
ନିମ୍ନଲିଖ ଭଗ୍ନସଂଖ୍ୟା ଗୁଡିକୁ ତୁଳନା କର । ଯେଉଁଠାରେ ସମ୍ଭବ \(\frac{୧}{୨}\) ସହିତ ଭଗ୍ନସଂଖ୍ୟା ଗୁଡିକୁ ତୁଳନା କର ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 74
Solution:
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 75
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 76
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 77

ନିଜେ କରି ଦେଖାଅ

Question 1.
ଯଦି ଗୋଟିଏ ପିମ୍ପୁଡିର ଲମ୍ବ \(\frac{୧}{୪}\) ସେ.ମି । ତେବେ ସମାନ ଲମ୍ବର ୧୬ଟି ପିମ୍ପୁଡି ଗୋଟିଏ ଧାଡିରେ ଚାଲୁଥିଲେ, ଭକ୍ତ ଧାଡିର ଲମ୍ବ କେତେ ସେ.ମି । ତଳେ ଦିଆଯାଇଥ‌ିବା ସଂଖ୍ୟାରେଖାକୁ ବ୍ୟବହାର କର ।
Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା 78
Solution:
ଗୋଟିଏ ପିମ୍ପୁଡ଼ିର ଲମ୍ବ = \(\frac{୧}{୪}\) ସେ.ମି.
ସମୁଦାୟ ପିମ୍ପୁଡ଼ି ସଂଖ୍ୟା = ୧୬
୧୬ଟି ପିମ୍ପୁଡ଼ିର ଲମ୍ବ = ୧୬ × \(\frac{୧}{୪}\) = \(\frac{୧୬}{୪}\) = ୪ ସେ.ମି.
∴ ୧୬ଟି ପିମ୍ପୁଡ଼ିଙ୍କର ଲମ୍ବ ୪ ସେ.ମି. ଅର୍ଥାତ୍ ସେମାନେ ଚାଲୁଥିବା ଧାଡ଼ିର ଲମ୍ବ ୪ ସେମି. ହେବ ।